ସ୍ୱର୍ଗଦ୍ୱାର ସେବା ସମିତି
ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଭିତ୍ତି ଭୂମି ବିକାଶ ଓ ଏଠାକୁ ନିଜର ଆତ୍ମୀୟସ୍ୱଜନ ଶବଦାହ ପାଇଁ ଆସୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ) ପ୍ରତିଷ୍ଠିତ ହୋଇଛି। ଏହା ଏକ ଅଣ ଲାଭକାରି ଅଣ ରାଜନୈତିକ ସଂସ୍ଥା ଅଟେ । ଯାହାକି ସାମାଜିକ ପଞ୍ଜିକରଣ ଆଇନ ୧୮୬୦ ମାଧ୍ୟମରେ ପଞ୍ଜ୍ଜିକୃତ । ପୁରୀ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ସେବା ସମିତିର ଅଧ୍ୟକ୍ଷ ଭାବରେ ଏବଂ ଉପଜିଲ୍ଲାପାଳ ଏହାର ଆବାହକ ସମ୍ପାଦକ ଭାବରେ କାର୍ଯ୍ୟ କରନ୍ତି । ଏହା ବ୍ୟତିତ ଅନ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ କ୍ଷେତ୍ରରୁ ତିନିଜଣ ମନୋନୀତ ସାମାଜିକ ପ୍ରତିନିଧି, ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ)ର ସଦସ୍ୟ ଭାବେ ମନୋନୀତ ହୋଇଥାନ୍ତି।
ପରିଚାଳନା ପରିଷଦ ସଦସ୍ୟ

Siddharth Shankar Swain (I.A.S)
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀ
ଏକ୍ସ ଅଫିସିଓ ଚେୟାର ମ୍ୟାନ
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀ

ଶ୍ରୀ ପିନାକ ମିଶ୍ର (ଆଇ . ପି .ଏସ) ଆରକ୍ଷୀ ଅଧିକ୍ଷକ, ପୁରୀ
କମିଟି ସଦ୍ୟସ

ଶ୍ରୀ ଗୋପୀନାଥ କୁଅଁର
ଉପ ଜିଲ୍ଲାପାଳ, ପୁରୀ
ଏକ୍ସ ଅଫିସିଓ ଆବାହକ ସମ୍ପାଦକ
ଉପ ଜିଲ୍ଲାପାଳ, ପୁରୀ
ଏକ୍ସ ଅଫିସିଓ ଆବାହକ ସମ୍ପାଦକ

ତନ୍ମୟ କୁମାର ଦାସ
ଆସିଷ୍ଟାଣ୍ଟ କଲେକ୍ଟର
ଏକ୍ସ ଅଫିସିଓ କୋଷାଧକ୍ଷ
ଆସିଷ୍ଟାଣ୍ଟ କଲେକ୍ଟର

ରୁଦ୍ରମଣି ସାହୁ
ଡ଼ିଭିଜନାଲ ମ୍ୟାନେଜେର (ଓ . ଏଫ . ଡି. ସି , ବି.ବି.ଏସ. ଆର)
ଡ଼ିଭିଜନାଲ ମ୍ୟାନେଜେର (ଓ . ଏଫ . ଡି. ସି , ବି.ବି.ଏସ. ଆର)
କମିଟି ସଦ୍ୟସ

ମନୋଜ କୁମାର ବେହେରା
କାର୍ଯ୍ୟ ନିର୍ବାହୀ ଅଧିକାରୀ (ପୌରପାଳିକା, ପୁରୀ )
କାର୍ଯ୍ୟ ନିର୍ବାହୀ ଅଧିକାରୀ (ପୌରପାଳିକା, ପୁରୀ )